କ୍ଲୋଜାପିନ
Clinical data | |
---|---|
Trade names | Clozaril, FazaClo, Versacloz |
AHFS/Drugs.com | monograph |
MedlinePlus | a691001 |
Pregnancy category | |
Routes of administration | Oral |
ATC code | |
Legal status | |
Legal status | |
Pharmacokinetic data | |
Bioavailability | 60 to 70% |
Metabolism | Liver, by several CYP isozymes |
Elimination half-life | 6 to 26 hours (mean value 14.2 hours in steady state conditions) |
Excretion | 80% in metabolized state: 30% biliary and 50% kidney |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.024.831 |
Chemical and physical data | |
Formula | C18H19ClN4 |
Molar mass | 326.823 g/mol |
3D model (JSmol) | |
Melting point | 183 °C (361 °F) |
Solubility in water | 0.1889[୨] mg/mL (20 °C) |
| |
| |
(verify) |
କ୍ଲୋଜାପିନ, ବିକ୍ରୟ ନାମ କ୍ଲୋଜାରିଲ, ରିସପେରିଡିନ ଏକ ଅସାମାନ୍ୟ ମନୋବିକ୍ଷିପ୍ତରୋଧୀ ଔଷଧ ।[୧] ଏହା ମୂଖ୍ୟତଃ କୌଣସି ଔଷଧରେ ଭଲ ନ ହେଉଥିବା ସିଜୋଫ୍ରେନିଆ ରୋଗରେ ଦିଆଯାଏ । ସିଜୋଫ୍ରେନିଆ ଓ ସିଜୋଆଫେକ୍ଟିଭ ଡିଜଅର୍ଡ଼ର ରୋଗମାନଙ୍କରେ ଏହା ଆତ୍ମହତ୍ୟା ପ୍ରବଣତା କମ କରେ । [୧] ଏହା ସାଧାରଣ ସାଧାରଣ ମନୋବିକ୍ଷିପ୍ତରୋଧୀ ଔଷଧ ଅପେକ୍ଷା ଅଧିକ କାର୍ଯ୍ୟକ୍ଷମ । [୩] ଏହା ପାଟିରେ ଦିଆଯାଏ । [୧]
କ୍ଲୋଜାପିନ ଗ୍ରହଣ କଲେ ଅଧିକ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ହୋଇଯିବା ସଙ୍କଟ ରହେ, ଫଳରେ ମୃତ୍ୟୁ ସମ୍ଭାବନା ରହେ । ଏହି ସଙ୍କଟରୁ ବର୍ତ୍ତିବା ନିମନ୍ତେ ରକ୍ତ ପରୀକ୍ଷାର ନିୟମିତ ପର୍ଯ୍ୟବେକ୍ଷଣ ଆବଶ୍ୟକ । [୧] ଅପସ୍ମାର ଆକ୍ରମଣ, ହୃତପେଶୀ ପ୍ରଦାହ, ଅତି ରକ୍ତ ଶର୍କରା ଇତ୍ୟାଦି ମାରାତ୍ମକ ସଙ୍କଟ ଓ ଡିମେନସିଆ ଯୋଗୁ ସାଇକୋସିସ ହୋଇ ମୃତ୍ୟୁ ସଙ୍କଟ ହୁଏ । [୧][୪] ଏହା ବ୍ୟତୀତ ନିଦ୍ରାଳୁ ଭାବ, ଶୁଷ୍କ ପାଟି, ନିମ୍ନ ରକ୍ତଚାପ, ଦୃଷ୍ଟି ସମସ୍ୟା ଓ ଶିରଭ୍ରମ (dizziness) ଇତ୍ୟାଦି ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ।[୧] ପ୍ରାୟ ୫% ରୋଗୀଙ୍କର ସ୍ଥାୟୀ ଟାର୍ଡ଼ିଭ ଡିସକାଇନେସିଆ ସଙ୍କଟ ରହେ । [୪] ଏହାର କାର୍ଯ୍ୟ ପ୍ରକ୍ରିୟା ସ୍ପଷ୍ଟ ନୁହେଁ ।[୧]
ସନ ୧୯୬୦ରେ କ୍ଲୋଜାପିନ ଆବିଷ୍କୃତ ହୋଇ ସନ ୧୯୭୧ରେ ବ୍ୟବହୃତ ହେଲା । ଏହା ପ୍ରଥମ ମନୋବିକ୍ଷିପ୍ତରୋଧି ଔଷଧ ଥିଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୧] ଏହାର ହୋଲସେଲ ମୂଲ୍ୟ ସନ ୨୦୧୪ରେ ଦୈନିକ ୦.୦୫ରୁ ୨.୧୦ ଆମେରିକୀୟ ଡଲାର ଥିଲା ।[୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Clozapine". The American Society of Health-System Pharmacists. Retrieved Dec 1, 2015.
- ↑ Hopfinger A, Esposito EX, Llinas A, Glen RC, Goodman JM. (2009). "Findings of the Challenge To Predict Aqueous Solubility". Journal of Chemical Information and Modeling. 49: 1–5. doi:10.1021/ci800436c. PMID 19117422.
{{cite journal}}
: CS1 maint: multiple names: authors list (link) - ↑ Essali, A; Al-Haj Haasan, N; Li, C; Rathbone, J (21 January 2009). "Clozapine versus typical neuroleptic medication for schizophrenia". The Cochrane database of systematic reviews (1): CD000059. doi:10.1002/14651858.CD000059.pub2. PMID 19160174.
- ↑ ୪.୦ ୪.୧ Hartling, L; Abou-Setta, AM; Dursun, S; Mousavi, SS; Pasichnyk, D; Newton, AS (2 October 2012). "Antipsychotics in adults with schizophrenia: comparative effectiveness of first-generation versus second-generation medications: a systematic review and meta-analysis". Annals of internal medicine. 157 (7): 498–511. doi:10.7326/0003-4819-157-7-201210020-00525. PMID 22893011.
- ↑ Corey, edited by Jie Jack Li, E.J. (2013). Drug discovery practices, processes, and perspectives. Hoboken, N.J.: John Wiley & Sons. p. 248. ISBN 9781118354469.
{{cite book}}
:|first1=
has generic name (help)CS1 maint: multiple names: authors list (link) - ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ "Clozapine". International Drug Price Indicator Guide. Retrieved 2 December 2015.[permanent dead link]