ୱାଟରଲୁ ଯୁଦ୍ଧ
ଦେଖଣା
ୱାଟରଲୁ ଯୁଦ୍ଧ | |||||
---|---|---|---|---|---|
ୱିଲିୟମ ସ୍ୟାଡଲରଙ୍କ ତୂଳୀରୁ ଅଙ୍କିତ ୱାଟରଲୁ ଯୁଦ୍ଧ |
|||||
|
|||||
ପକ୍ଷ | |||||
ପ୍ରଥମ ଫ୍ରେଞ୍ଚ ସାମ୍ରାଜ୍ୟ | ସପ୍ତମ ଗଠବନ୍ଧନ: | ||||
Commanders and leaders | |||||
ନେପୋଲିୟନ ବୋନାପାର୍ଟ | ଆର୍ଥର ୱେଲ୍ସଲି, ୱେଲିଙ୍ଗଟନର ପ୍ରଥମ ଡ୍ୟୁକ ଗେଭାର୍ଡ |
||||
Strength | |||||
ମୋଟ: ୭୩,୦୦୦[୧]
| ମୋଟ: ୧୧୮,୦୦୦ |
||||
କ୍ଷୟକ୍ଷତି | |||||
ମୋଟ: ୪୧,୦୦୦ | ମୋଟ: ୨୪,୦୦୦ ବ୍ରିଟିଶ-ଗଠବନ୍ଧନ: ୧୭,୦୦୦
ପ୍ରୁସିଆ: ୭,୦୦୦
|
ୱାଟରଲୁ ଯୁଦ୍ଧ ୧୮ ଜୁନ ୧୮୧୫ ମସିହା ରବିବାର ଦିନ ୱାଟରଲୁ (ଏବେକାର ବେଲଜିଅମ ) ନିକଟରେ ଫ୍ରାନ୍ସ ଏବଂ ବ୍ରିଟିଶମାନଙ୍କ ମଧ୍ୟରେ ଘଟିଥିଲା । ଫ୍ରାନ୍ସର ନେତୃତ୍ୱ ନେପୋଲିୟନ ବୋନାପାର୍ଟ ନେଉଥିଲେ । ଅନ୍ୟ ପକ୍ଷ୍ୟରେ ବ୍ରିଟିଶ ଏବଂ ପ୍ରୁସିଆର ସୈନ୍ୟମାନେ ଥିଲେ । ଏହି ଯୁଦ୍ଧରେ ନେପୋଲିୟନ ପରାସ୍ତ ହୋଇଥିଲେ । ଏହି ଯୁଦ୍ଧ ନେପୋଲିୟନଙ୍କର ଶେଷ ଯୁଧ୍ୟ ଥିଲା । ଏହି ଯୁଦ୍ଧଟିରେ ପ୍ରଥମ ଫ୍ରେଞ୍ଚ ସାମ୍ରାଜ୍ୟ ହାରିବା ସହିତ ଭବିଷ୍ୟତରେ ହେବାକୁଥିବା ଦଶନ୍ଧି ଧରି ଇଉରୋପରେ ଯୁଦ୍ଧର ମୁଳୋତ୍ପାଟନ କରିଥିଲା ।
ଯୁଦ୍ଧ ପଡ଼ିଆ
[ସମ୍ପାଦନା]
ବାହ୍ୟ ଆଧାର
[ସମ୍ପାଦନା]- "Booknotes: Watch". Booknotes. 12 January 2003. Archived from the original on 16 November 2010. Interview with Andrew Roberts on Napoleon & Wellington: The Battle of Waterloo and the Great Commanders Who Fought It
- "Guides 1815" (in ଫରାସୀ). Official guides of the Waterloo battlefield.
- "Waterloo 200". National Army Museum, London. 10 June 2015. Archived from the original on 20 October 2015. Retrieved 9 September 2018. (British site)
- "Farm of Hougoumont". Archaeology @ Waterloo. Archived from the original on 13 July 2015. Retrieved 30 July 2015.
- George Nafgizer collection Waterloo ORBATs for French, Allied.
ଆଧାର
[ସମ୍ପାଦନା]- ↑ Hofschröer 1999, pp. 68–69.
- ↑ Hofschröer 1999, p. 61 cites Siborne's numbers.
- ↑ Hamilton-Williams 1994, p. 256 gives ୧୬୮,୦୦୦.
- ↑ Barbero 2005, pp. 75–76.
- ↑ Hamilton-Williams 1994, p. 256.
- ↑ Chesney 1874, p. 4.
- ↑ Barbero 2006, p. 312.
- ↑ Barbero 2005, p. 420.
- ↑ ୯.୦ ୯.୧ Barbero 2005, p. 419.