କନ୍ଧମାଳ ଜିଲ୍ଲା
Appearance
କନ୍ଧମାଳ | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | କନ୍ଧମାଳ |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନ ସଭା | ୩ଟି ଆସନ
|
Area | |
• ଜିଲ୍ଲା | 8,021 km2 (3,097 sq mi) |
Population (୨୦୨୩) | |
• ଜିଲ୍ଲା | ୧୦୧୯୦୨୩ |
• Density | 127/km2 (330/sq mi) |
• Urban | ୭୨୧୬୪ |
• Rural | ୬୫୯୭୮୮ |
• ୬ ବର୍ଷରୁ କମ ଶିଶୁ | ୧୦୬୩୭୯ |
Time zone | IST (+୫.୩୦) |
ଡାକ କୋଡ଼ (ପିନ୍) | ୭୬୨ xxx |
ତାର (ଏସ୍.ଟି.ଡ଼ି) | +୦୬୮୪x |
ଯାନବାହାନ ପଞ୍ଚୀକରଣ | OD-12 |
ଜିଲ୍ଲାପାଳ | ଶ୍ରୀ ଆଶିଷ ଈଶ୍ୱର ପାଟିଲ |
Website | Official website |
କନ୍ଧମାଳ ଜିଲା ଓଡ଼ିଶାର ମଧ୍ୟ ଭାଗରେ ଅବସ୍ଥିତ ଏକ ଜିଲ୍ଲା । ଫୁଲବାଣୀ କନ୍ଧମାଳର ସବୁଠୁ ଅଧିକ ଜନବହୁଳ ସହର ଓ ପ୍ରଶାସନିକ ମୁଖ୍ୟ ଜାଗା । ଏହା ଜୈବିକ ହଳଦି ପାଇଁ ଜଣାଶୁଣା ।
ଇତିହାସ
[ସମ୍ପାଦନା]୧୯୯୩ ମସିହା ଅପ୍ରେଲ ପହିଲା ଦିନ କନ୍ଧମାଳ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା । ୧ ଅପ୍ରେଲ ୧୯୯୩ ପୂର୍ବରୁ ଏହା 'ବୌଦ୍ଧ-କନ୍ଧମାଳ' ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା ।
ଭୂଗୋଳ
[ସମ୍ପାଦନା]ଓଡ଼ିଶାର ମଧ୍ୟ ଭାଗରେ ଅବସ୍ଥିତ କନ୍ଧମାଳ ଜିଲ୍ଲାର ଆୟତନ ୭,୬୪୯ ବର୍ଗ କିମି
ଅବସ୍ଥିତି
[ସମ୍ପାଦନା]- ପୂର୍ବରେ : ନୟାଗଡ଼ ଜିଲ୍ଲା
- ପଶ୍ଚିମରେ: କଳାହାଣ୍ଡି ଜିଲ୍ଲା
- ଉତ୍ତରରେ : ବୌଦ୍ଧ ଜିଲ୍ଲା
- ଦକ୍ଷିଣରେ: ଗଜପତି ଜିଲ୍ଲା, ରାୟଗଡ଼ା ଜିଲ୍ଲା ଓ ଗଞ୍ଜାମ ଜିଲ୍ଲା ଅଛି।
ମୁଖ୍ୟ ନଦୀ
[ସମ୍ପାଦନା]- ସାଲୁଙ୍କି
ଜନସଂଖ୍ୟା
[ସମ୍ପାଦନା]୨୦୧୧ ଜନଗଣନା [୧]ଅନୁସାରେ, କନ୍ଧମାଳ ଜିଲ୍ଲାର ମୋଟ ଲୋକସଂଖ୍ୟା ୭,୩୧,୯୫୨ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୬,୫୯,୭୮୮ ଓ ସହରାଞ୍ଚଳରେ ୭୨,୧୬୪ ଲୋକ ବାସ କରନ୍ତି [୨] ।
- ପୁରୁଷ: ୩,୫୯,୪୦୧
- ମହିଳା: ୩,୭୨,୫୫୧
- ଛ ବର୍ଷରୁ କମ: ୧,୦୬,୩୭୯
- ସାକ୍ଷରତା ହାର: ୬୫.୧୨%
- ପୁରୁଷ: ୭୮.୪୧%
- ମହିଳା: ୫୨.୪୬%
ପ୍ରଶାସନିକ ବିଭାଗ
[ସମ୍ପାଦନା]- ଉପଖଣ୍ଡ (ସବ୍ ଡିଭିଜନ) (୨ଟି): ୧. କନ୍ଧମାଳ ଓ ୨. ବାଲିଗୁଡ଼ା ।
- ତହସିଲ: (12ଟି): ୧. ଫିରିଙ୍ଗିଆ, ୨. ଖଜୁରୀପଡ଼ା, ୩. ବାଲିଗୁଡ଼ା, ୪. ଚକାପାଦ, ୫. ଦାରିଙ୍ଗବାଡ଼ି, ୬. ଘୁ. ଉଦୟଗିରି, ୭. କୋଟଗଡ଼, ୮. କ. ନୁଆଗାଁ, ୯. ରାଇକିଆ, ୧୦. ଟିକାବାଲି୧୧. ତୁମୁଡ଼ିବନ୍ଧ ଓ ୧୨. ଫୁଲବାଣୀ
- ବ୍ଳକ: (୧୨ଟି): ୧. ଫିରିଙ୍ଗିଆ, ୨. ଖଜୁରୀପଡ଼ା, ୩. ବାଲିଗୁଡ଼ା, ୪. ଚକାପାଦ, ୫. ଦାରିଙ୍ଗବାଡ଼ି, ୬. ଘୁ. ଉଦୟଗିରି, ୭. କୋଟଗଡ଼, ୮. କ. ନୁଆଗାଁ, ୯. ରାଇକିଆ, ୧୦. ଟିକାବାଲି୧୧.
ତୁମୁଡ଼ିବନ୍ଧ ଓ ୧୨. ଫୁଲବାଣୀ
- ଗ୍ରାମ: ୨୫୦୩
ରାଜନୀତି
[ସମ୍ପାଦନା]ଲୋକ ସଭା ନିର୍ବାଚନ ମଣ୍ଡଳୀ
[ସମ୍ପାଦନା]ବିଧାନ ସଭା ନିର୍ବାଚନ ମଣ୍ଡଳୀ
[ସମ୍ପାଦନା]ଫୁଲବାଣୀ ଜିଲ୍ଲା ଅନ୍ତର୍ଗତ ୩ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ହେଉଛି:
- ଫୁଲବାଣୀ
- ବାଲିଗୁଡା
- ଘୁ. ଉଦୟଗିରି
== ଶିକ୍ଷା == odia language
ପର୍ଯ୍ୟଟନ ସ୍ଥଳୀ
[ସମ୍ପାଦନା]- ଦାରିଙ୍ଗବାଡ଼ି
- ପୁତୁଡ଼ି
- ବଲସକୁମ୍ପା
- ଚକାପାଦ
- ବେଲଘର
- କଳିଙ୍ଗା ଘାଟି
- ମଣ୍ଡାସରୁ
- ପକୋଡ଼ା ଝର
- କାଟ୍ରାମାଲା ଝର
- ଲୁଦୁ ଜଳପ୍ରପାତ
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- କନ୍ଧମାଳ ଜିଲ୍ଲାର ସରକାରୀ ପୃଷ୍ଠା
- orissadiaryରେ କନ୍ଧମାଳ ଜିଲ୍ଲା Archived 2012-02-11 at the Wayback Machine.
- orissaonlineରେ କନ୍ଧମାଳ ଜିଲ୍ଲା
- 123orissaରେ କନ୍ଧମାଳ ଜିଲ୍ଲା Archived 2011-09-03 at the Wayback Machine.