[go: up one dir, main page]

Jump to content

ଅନୁଗୋଳ ଜିଲ୍ଲା

ଉଇକିପିଡ଼ିଆ‌ରୁ
ଅନୁଗୋଳ
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାସମ୍ବଲପୁର, ଢେଙ୍କାନାଳ
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୫ଟି ଆସନ
 
  • ୧. ପାଲଲହଡ଼ା (୫୯)
    ୨. ତାଳଚେର(୬୦)
    ୩. ଅନୁଗୋଳ(୬୧)
    ୪. ଛେଣ୍ଡିପଦା(୬୨)
    ୫. ଆଠମଲ୍ଲିକ(୬୩)
Area
 • ଜିଲ୍ଲା6232 km2 (2,406 sq mi)
Population
 (୨୦୧୧)
 • ଜିଲ୍ଲା୧୨୭୧୭୦୩
 • Density199/km2 (520/sq mi)
 • Urban
୨୦୬୩୯୪
 • Rural
୧୦୬୫୩୦୯
 • ୬ ବର୍ଷରୁ କମ ଶିଶୁ
୧୪୫୬୯୦
Time zoneIST (+୫.୩୦)
ଡାକ କୋଡ଼ (ପିନ)
୭୫୯ ୧xx
ତାର (ଏସ.ଟି.ଡ଼ି)୦୬୭୬x
ଯାନବାହାନ ପଞ୍ଚୀକରଣOD-19
ଜିଲ୍ଲାପାଳଅରବିନ୍ଦ ଅଗରୱାଲ
WebsiteOfficial website
ସମ୍ୟକ ତଥ୍ୟ
ଉପଖଣ୍ଡ:
ବ୍ଳକ:
ପୌର ପରିଷଦ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ସହର:
ତହସିଲ:
ଗ୍ରାମ ପଞ୍ଚାୟତ: ୧୮୦
ଗ୍ରାମ: ୧,୯୨୨
ଜଙ୍ଗଲ ଅଞ୍ଚଳ : ୨,୭୧୬.୮୨ କି.ମି.²

ଅନୁଗୋଳ ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ଅନୁଗୋଳ ସହର ଏହି ଜିଲାର ପ୍ରଶାସନିକ ମୁଖ୍ୟ ସହର ।

ଇତିହାସ

[ସମ୍ପାଦନା]

ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଓଡ଼ସିଙ୍ଗା ଗ୍ରାମ ରାଜ୍ୟ ରାଜପଥ ପ୍ରାନ୍ତରେ ଓଡିଶା ପ୍ରସିଦ୍ଧ ଉଷ୍ମପ୍ରଶ୍ରବଣ ଅବସ୍ଥିତ l ଏହା ଦେଉଳଝରି ନାମରେ ପରିଚିତ l ବାବା ସିଦ୍ଧେଶ୍ୱର ଙ୍କ ମନ୍ଦିର କେଉଁ ରାଜାମାହାରାଜଙ୍କ ଅମଳରୁ ଏହି ଶିବ ମନ୍ଦିର ସ୍ଥାପିତ ହୋଇଛି l ମନ୍ଦିର ଚତୁର୍ପାଶ୍ୱରେ ବିରାଟକାୟ କିଆଗଛବୁରି ଘେରି ରହିଛି l ମନ୍ଦିର ପରିସରରେ ବିଭିନ୍ନ ଦେବଦେବୀଙ୍କ ନାମରେ ଅନେକ କୁଣ୍ଡ ରହିଛି l ସମସ୍ତ କୁଣ୍ଡ ଓ ଏତେ ବଡ଼ କିଆବୁରି ମନ୍ଦିରର ଶୋଭା ବର୍ଦ୍ଧକ ସାଜିଛି l[]

ଭୂଗୋଳ

[ସମ୍ପାଦନା]

ଜନସଂଖ୍ୟା

[ସମ୍ପାଦନା]

୨୦୧୧ ଜନଗଣନା[] ଅନୁସାରେ, ଅନୁଗୋଳ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୨,୭୧,୭୦୩ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୦,୬୫,୩୦୯ ଓ ସହରାଞ୍ଚଳରେ ୨,୦୬,୩୯୪ ଲୋକ ବାସ କରନ୍ତି []

  • ପୁରୁଷ: ୬,୫୪,୮୯୮
  • ମହିଳା: ୬,୧୬,୮୦୫
    • ଛ ବର୍ଷରୁ କମ: ୧,୪୫,୬୦୯
  • ସାକ୍ଷରତା ହାର ୭୮.୯୬%
    • ପୁରୁଷ: ୮୭.୦୬%
    • ମହିଳା: ୭୦.୪୪%

ସହର ନଜର

[ସମ୍ପାଦନା]

ଦର୍ଶନୀୟ ସ୍ଥାନ

[ସମ୍ପାଦନା]

ରାଜନୀତି

[ସମ୍ପାଦନା]

ସୂଚନା:
ବି: ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌ: ପୌର ପରିଷଦ, ମ: ମହାନଗର ନିଗମ

# ନିର୍ବାଚନ ମଣ୍ଡଳୀ ଆରକ୍ଷଣ ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) ୧୪ଶ ବିଧାନ ସଭା ସଦସ୍ୟ ରାଜନୈତିକ ଦଳ
୫୯ ପାଲଲହଡ଼ା ଅଣ ସଂରକ୍ଷିତ ପାଲଲହଡ଼ା, କଣିହା (ଅଂଶ) ରବି ନାରାୟଣ ପାଣୀ ବିଜଦ
୬୦ ତାଳଚେର ଅଣ ସଂରକ୍ଷିତ ତାଳଚେର (ପୌ), ତାଳଚେର, କଣିହା (ଅଂଶ) ବ୍ରଜ କିଶୋର ପ୍ରଧାନ ସ୍ୱାଧୀନ
୬୧ ଅନୁଗୋଳ ଅଣ ସଂରକ୍ଷିତ ଅନୁଗୋଳ (ପୌ), ନାଲକୋନଗର, ଅନୁଗୋଳ (ଅଂଶ), ବଅଁରପାଳ (ଅଂଶ) ରଜନୀକାନ୍ତ ସିଂହ ବିଜଦ
୬୨ ଛେଣ୍ଡିପଦା ଅନୁସୂଚିତ ଜାତି ଛେଣ୍ଡିପଦା, ବଅଁରପାଳ (ଅଂଶ) ଖଗେଶ୍ୱର ବେହେରା ବିଜେଡି
୬୩ ଆଠମଲ୍ଲିକ ଅଣ ସଂରକ୍ଷିତ ଆଠମଲ୍ଲିକ (ବି), ଆଠମଲ୍ଲିକ, କିଶୋରନଗର, ଅନୁଗୋଳ (ଅଂଶ) ସଞ୍ଜୀବ କୁମାର ସାହୁ ବିଜଦ

ଅଧିକ ତଥ୍ୟ

[ସମ୍ପାଦନା]