ଅକ୍ସାଜେପାମ
Clinical data | |
---|---|
Trade names | Serax, Alepam, others |
AHFS/Drugs.com | monograph |
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | 92.8% |
Metabolism | Liver (glucuronidation) |
Elimination half-life | 6–9 h[୧][୨][୩] |
Excretion | Kidney |
Identifiers | |
| |
ECHA InfoCard | 100.009.161 |
Chemical and physical data | |
Formula | C15H11ClN2O2 |
Molar mass | ୨୮୬.୭୧ g·mol−1 |
3D model (JSmol) | |
Melting point | 205 to 206 °C (401 to 403 °F) |
| |
| |
(verify) |
ଅକ୍ସାଜେପାମ ହେଉଛି ଏକ ପ୍ରକାର ବେଞ୍ଜୋଡାଏଜେପିନ ଔଷଧ ଯାହା ଉଦ୍ବେଗ, ଶୋଇବାରେ ଅସୁବିଧା ଏବଂ ମଦ୍ୟପାନ ପ୍ରତ୍ୟାହାର ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୫] [୬] ଏହା ପାଟିରେ ଦିଆଯାଏ ।[୬] ଏହାର ପ୍ରଭାବ ଅପେକ୍ଷାକୃତ ଧୀରେ ଆରମ୍ଭ ହୁଏ କିନ୍ତୁ ଦୀର୍ଘସ୍ଥାୟୀ ପ୍ରଭାବ ରହେ ।[୭]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ, ମୁଣ୍ଡ ବୁଲାଇବା ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୬] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅପବ୍ୟବହାର, ଉତ୍ତେଜନା, ସ୍ମୃତି ଶକ୍ତି ହ୍ରାସ, ଆତ୍ମହତ୍ୟା ପ୍ରବଣତା ଏବଂ ଅସ୍ପଷ୍ଟ କଥାବାର୍ତ୍ତା ହୋଇପାରେ ।[୫] ପ୍ରାରମ୍ଭିକ ଗର୍ଭଧାରଣ ସମୟରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୬] ଓପିଓଏଡ୍ ସହିତ ବ୍ୟବହାର କରିବାକୁ ସାଧାରଣତଃ ସୁପାରିଶ କରାଯାଏ ନାହିଁ ।[୬] ଏହା ଜିଏବିଏ (GABA) ନ୍ୟୁରୋଟ୍ରାନ୍ସମିଟର ମାଧ୍ୟମରେ କାମ କରେ ବୋଲି ବିଶ୍ୱାସ କରାଯାଏ ।[୬]
ଅକ୍ସାଜେପାମ ୧୯୬୨ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୬୪ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୮] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୫] ଯୁକ୍ତରାଜ୍ୟରେ ୧୫ମିଗ୍ରାର ୨୮ଟି ବଟିକାର ମୂଲ୍ୟ ୨୦୨୧ ମସିହାରେ ପ୍ରାୟ £୬ ଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ଔଷଧର ମୂଲ୍ୟ ପ୍ରାୟ ୩୦ ଡଲାର ଅଟେ। ।[୯]
ଆଧାର
[ସମ୍ପାଦନା]- ↑ "Encadré 1. Anxiolytiques à demi-vie courte (< 20 heures) et sans métabolite actif par ordre alphabétique de DCI" (PDF). Archived (PDF) from the original on 2021-06-28. Retrieved 2021-09-06.
- ↑ Sonne, J; Loft, S; Døssing, M; Vollmer-Larsen, A; Olesen, KL; Victor, M; Andreasen, F; Andreasen, PB (1988). "Bioavailability and pharmacokinetics of oxazepam". European Journal of Clinical Pharmacology. 35 (4): 385–9. doi:10.1007/bf00561369. PMID 3197746. S2CID 31007311.
- ↑ Sonne, J; Boesgaard, S; Poulsen, H E; Loft, S; Hansen, J M; Døssing, M; Andreasen, F (November 1990). "Pharmacokinetics and pharmacodynamics of oxazepam and metabolism of paracetamol in severe hypothyroidism". British Journal of Clinical Pharmacology. 30 (5): 737–742. doi:10.1111/j.1365-2125.1990.tb03844.x. PMC 1368175. PMID 2271373.
- ↑ CID 4616 from PubChem
- ↑ ୫.୦ ୫.୧ ୫.୨ ୫.୩ BNF 81: March-September 2021. BMJ Group and the Pharmaceutical Press. 2021. p. X. ISBN 978-0857114105.
- ↑ ୬.୦ ୬.୧ ୬.୨ ୬.୩ ୬.୪ ୬.୫ "Oxazepam Monograph for Professionals". Drugs.com (in ଇଂରାଜୀ). Archived from the original on 10 February 2018. Retrieved 10 November 2021.
- ↑ Fitzgerald, Margaret A. (14 March 2017). Nurse Practitioner Certification Examination and Practice Preparation (in ଇଂରାଜୀ). F.A. Davis. p. 346. ISBN 978-0-8036-6917-8. Archived from the original on 10 November 2021. Retrieved 10 November 2021.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 536. ISBN 9783527607495. Archived from the original on 2021-08-28. Retrieved 2021-09-06.
- ↑ "Oxazepam Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 23 April 2021. Retrieved 10 November 2021.