[go: up one dir, main page]

Jump to content

ଖେଲାରି

ଉଇକିପିଡ଼ିଆ‌ରୁ
୧୧:୨୪, ୧୨ ଫେବୃଆରୀ ୨୦୨୨ ବେଳେ PsubhashishBot (ଆଲୋଚନା | ଅବଦାନ) (ଜନ ଆବାଦୀ -> ଜନସଂଖ୍ୟା (ସଠିକ ବନାନ) (via JWB)) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ (ଅଦଳ ବଦଳ)
ଖେଲାରି
city
Country India
StateJharkhand
DistrictRanchi
Named forCoal
Population
 (2001)
 • Total୫୩,୨୧୪
Languages
Time zoneUTC+5:30 (IST)
829205
06531
ଯାନବାହାନ ପଞ୍ଚୀକରଣJH

ଖେଲାରି ,  ଭାରତୀୟ ରାଜ୍ୟ ଝାଡ଼ଖଣ୍ଡର ରାଁଚୀ ଜିଲ୍ଲାର ଏକ ସହର । ଏହା କୋଇଲା ଖଣି ଅଞ୍ଚଳ ଭାବରେ ବିଖ୍ୟାତ । ଏଠାରେ ଥିବା ରେଳ ଷ୍ଟେସନ ଅଙ୍କଲ ପାଇଁ ଏକ ମୁଖ୍ୟ ଷ୍ଟେସନ ଭାବରେ ରହିଛି । ଏହା ଭାରତୀୟ ରାଜଧାନୀ ଦିଲ୍ଲୀ , ରାଁଚୀ , କଲିକତା , ଦାଲତଙଗଞ୍ଜ ଧାନବାଦ ସହ ସୁ ସଂଯୁକ୍ତ । ଏଠାରେ ସେଣ୍ଟ୍ରାଲକୋଲ ଲିମିଟେଡ ଅଧୀନରେ କୋଇଲାଖଣି ସମୂହ ପରିଚାଳିତ । 

ଜନସଂଖ୍ୟା 

[ସମ୍ପାଦନା]

2001 ଜନଗଣନା ଅନୁସାରେ[ଏଠାରେ ଜନସଂଖ୍ୟା18,699 ଥିଲା ।[] ଏହା ମଧ୍ୟରୁ ପୁରୁଷ ସଂଖ୍ୟା 53 % ଥିବା ସ୍ଥଳେ ମହିଳା ସଂଖ୍ୟା 47%ଥିଲା । ଏହି ଅଞ୍ଚଳରେ ସାକ୍ଷ୍ୟରତା ହାର 59% ରହିଥିଲା । ଏହା ମଧ୍ୟରୁ ପୁରୁଷ ସାକ୍ଷ୍ୟରତା 69%ହାର ଥିଲା ଓ ମହିଳା ସାକ୍ଷ୍ୟରତା ହାର 49%ଥିଲା । 6 ବର୍ଷରୁ କମ ସଂଖ୍ୟା 14 % ଏଠାରେ ଥିଲା । 

ଆଧାର 

[ସମ୍ପାଦନା]
  1. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.