[go: up one dir, main page]

Jump to content

ଘାସ

ଉଇକିଅଭିଧାନ‌ରୁ

ଘାସ

ଉଚ୍ଚାରଣ

[ସମ୍ପାଦନା]
(file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ -(ଘସ୍ ଧାତୁ= ଭକ୍ଷଣ କରିବା+ କର୍ମ. ଅ; ଗବାଦି ପଶୁ ଯାହାକୁ ଖାଆନ୍ତି; ତୁଳ. ଇଂରାଜୀ - ଗ୍ରାସ୍ସ୍)

[ସମ୍ପାଦନା]
୧. ଦୂର୍ବା; ଦୂବ —୧. Creeping grass.
୨. କୁଟା —୨. Straw.
୩. ସାଧାରଣ ଘାସ; ତୃଣ —୩. Ordinary grass; pasture grass; meadow-grass.
୪. ଖାଦ୍ୟ —୪. Food.